Mobile Advisory

Sl No.Message sent to farmerDate Sent
1 ଶୀତ ଋତୁରେ ଟମାଟୋ କିମ୍ବା ଲଙ୍କା ଚାଷ କରିବାର ଥିଲେ ଶେଷ ଓଡ ଚାଷ ବେଳେ ୫୦୦ କିଗ୍ରା ପ୍ରତି ହେକଟରେ ନିମ ପିଡିଆ ପକାଇ ଚାଷ କରିଦେଲେ ଝାଉଁଳା ରୋଗରୁ ମୁକ୍ତି ମିଳି ଥାଏ01 Jan 1900
2 ଶୀତଦିନିଆ ପନିପରିବା ଚାଷ ସହିତ ଧିଙ୍ଗିରି ଛତୁ ଚାଷ କରି ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହୁଅନ୍ତୁ01 Jan 1900
Hide Main content block

Copyright © Krishi Vigyan Kendra, Nayagarh

Visitor Counter

Powered by nTier Softwares